ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ମାର୍ଗଦର୍ଶିକା : ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦୁର୍ଗା ପୂଜା ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। କାରିଗରମାନେ ମା’ଙ୍କ ମୂର୍ତ୍ତି ନିର୍ମାଣ, ପୂଜା ମଣ୍ଡପ ନିର୍ମାଣରେ ବ୍ୟସ୍ତ ଅଛନ୍ତି। ସେହିପରି ଦୁର୍ଗାପୂଜା ଆୟୋଜକ କମିଟି ପ୍ରସ୍ତୁତ ଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାରମାନେ ଦିନରାତି ରିହରସଲ କରୁଛନ୍ତି। ଏଥର ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ୧୮୩ଟି ମୃଣ୍ମୟୀ ମୂର୍ତ୍ତି। ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ … Continue reading ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ମାର୍ଗଦର୍ଶିକା : ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ